ଅର୍ଥ : ପ୍ରାୟ ଚାରିଫୁଟ ଉଚ୍ଚ,କଳା ଓ ମୋଟା ଥଣ୍ଟବାଲା ଜାଂଘିଲ ଜାତିର ଏକ ପକ୍ଷୀ
ଉଦାହରଣ :
ଲୋହାରଜଙ୍ଗ ପକ୍ଷୀ ହ୍ରଦ, ନଦୀ ଓ ସରୋବର ପାଖରେ ରହେ
ସମକକ୍ଷ : ଲୋହାରଜଙ୍ଗ ପକ୍ଷୀ
ଅନ୍ୟ ଭାଷାରେ ଅନୁବାଦ :
Large mostly Old World wading birds typically having white-and-black plumage.
stork