ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଲୋମ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଲୋମ   ବିଶେଷ୍ୟ

ଅର୍ଥ : ଜୀବଜନ୍ତୁଙ୍କ ଶରୀରରେ ଥିବା ଲୋମଯୁକ୍ତ ଆବରଣ

ଉଦାହରଣ : ପୋଷାକ,ଟୋପି,କୋଟ ଆଦି ତିଆରିରେ ଲୋମର ବ୍ୟବହାର ହୁଏ

ସମକକ୍ଷ : ଫର୍


ଅନ୍ୟ ଭାଷାରେ ଅନୁବାଦ :

जानवरों के शरीर पर पाया जाने वाला रोएँदार आवरण।

फर का उपयोग कपड़े, टोपी, कोट आदि बनाने में होता है।
फर

Dense coat of fine silky hairs on mammals (e.g., cat or seal or weasel).

fur

ଅର୍ଥ : ଶରୀରର ଅଧିକ କ୍ଷୁଦ୍ର ଓ ପତଳା ବାଳ

ଉଦାହରଣ : ଭୟ ଯୋଗୁଁ ଶ୍ୟାମର ଲୋମ ଟାଙ୍କୁରି ଉଠିଲା

ସମକକ୍ଷ : ବାଳ, ରୁମ


ଅନ୍ୟ ଭାଷାରେ ଅନୁବାଦ :

शरीर पर के बहुत छोटे और पतले बाल।

भय के कारण श्याम के रोएँ खड़े हो गये।
तनुरुह, तनूरुह, तनोज, तनौज, रोंआँ, रोंगटा, रोआँ, रोम, रोयाँ, लोम

Any of the cylindrical filaments characteristically growing from the epidermis of a mammal.

There is a hair in my soup.
hair, pilus

ଅର୍ଥ : ଜୀବଜନ୍ତୁଙ୍କ ଚମଡ଼ାର ଉପରେ ବାହାରି ଥିବା ସୂତା ଭଳି ବହୁତ ପତଲା ଓ ଲମ୍ବା ବସ୍ତୁ

ଉଦାହରଣ : ମାଙ୍କଡ଼ର ସାରା ଶରୀରରେ ବାଳ ଥାଏ

ସମକକ୍ଷ : ବାଳ


ଅନ୍ୟ ଭାଷାରେ ଅନୁବାଦ :

सूत की तरह की वह पतली लम्बी वस्तु जो जन्तुओं के चमड़े के ऊपर निकली रहती है।

बंदर के लगभग पूरे शरीर पर बाल पाये जाते हैं।
चूल, बाल, वृजिन