ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଲୋକସଂହାର ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଲୋକସଂହାର   ବିଶେଷ୍ୟ

ଅର୍ଥ : ବହୁତ ଲୋକଙ୍କୁ ଏକା ସାଙ୍ଗରେ କରାଯାଉଥିବା ହତ୍ୟା

ଉଦାହରଣ : ଗୁଜୁରାଟର ଗୋଧ୍ରା ଲୋକସଂହାର ଆମର ସଂକୀର୍ଣ୍ଣ ମାନସିକତା ପରିଚୟ ଦିଏ

ସମକକ୍ଷ : ଗଣହତ୍ୟା, ନରହତ୍ୟା, ଲୋକହତ୍ୟା


ଅନ୍ୟ ଭାଷାରେ ଅନୁବାଦ :

बहुत से लोगों की एक साथ होने वाली हत्या।

गुजरात के गोधरा में हुआ जनसंहार हमारी संकीर्ण मानसिकता को दर्शाता है।
कटा, जन-संहार, जनसंहार, नरसंहार, सामूहिक हत्या

The savage and excessive killing of many people.

butchery, carnage, mass murder, massacre, slaughter