ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଲେଖିବା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଲେଖିବା   କ୍ରିୟାପଦ

ଅର୍ଥ : କୌଣସି ସାହିତ୍ୟିକ କୃତିର ସୃଷ୍ଟି କରିବା

ଉଦାହରଣ : ସେ ଗୋଟିଏ ନୂଆ କବିତା ରଚନା କରିଛନ୍ତି

ସମକକ୍ଷ : ରଚନା କରିବା, ସୃଷ୍ଟି କରିବା


ଅନ୍ୟ ଭାଷାରେ ଅନୁବାଦ :

किसी साहित्यिक कृति का निर्माण करना।

वह एक नई कविता लिख रहा है।
रचना, लिखना

Produce a literary work.

She composed a poem.
He wrote four novels.
compose, indite, pen, write

ଅର୍ଥ : କଂପ୍ୟୁଟରରେ ଡାଟା ଲିପିବଦ୍ଧ କରିବା ବା ଲେଖିବା

ଉଦାହରଣ : ଦୀପକ କିଛି ପ୍ରୋଗ୍ରାମ ଲେଖୁଛି

ସମକକ୍ଷ : ଲିପିବଦ୍ଧ କରିବା


ଅନ୍ୟ ଭାଷାରେ ଅନୁବାଦ :

* संगणक में डेटा दर्ज करना या लिखना।

दीपक कोई प्रोग्राम लिख रहा है।
लिखना

Record data on a computer.

Boot-up instructions are written on the hard disk.
save, write

ଅର୍ଥ : ଖାତା, କାଗଜ ଆଦିରେ ଲେଖିବା

ଉଦାହରଣ : ମହାଜନ ଗ୍ରାହକକୁ ପଇସା ଦେଇ ତାକୁ ହିସାବ ଖାତାରେ ଚଢ଼ାଇଲା

ସମକକ୍ଷ : ଚଢ଼ାଇବା


ଅନ୍ୟ ଭାଷାରେ ଅନୁବାଦ :

खाते, काग़ज़ आदि में लिखना।

महाजन ने आसामी को पैसे देकर उसे अपने बही-खाते में चढ़ाया।
चढ़ाना, टाँकना, दर्ज करना, दाख़िल करना, दाखिल करना, पावना करना

Record in writing. Enter into a book of names or events or transactions.

register

ଅର୍ଥ : ଲେଖାଦ୍ୱାରା ବ୍ୟକ୍ତ ବା ପ୍ରକଟ କରିବା

ଉଦାହରଣ : ଆପଣ ଆପଣଙ୍କ ବିଷୟରେ ମୋତେ ପ୍ରତି ସପ୍ତାହରେ ଲେଖନ୍ତୁ

ସମକକ୍ଷ : ଚିଠି ଲେଖିବା, ପତ୍ର ପ୍ରେରଣ କରିବା, ବାର୍ତ୍ତାପ୍ରେରଣ କରିବା


ଅନ୍ୟ ଭାଷାରେ ଅନୁବାଦ :

* लेखन द्वारा व्यक्त या प्रकट करना।

आप अपने बारे में मुझे हर हफ्ते लिखिए।
लिखना

Communicate or express by writing.

He wrote about his great love for his wife.
write

ଅର୍ଥ : ଅକ୍ଷର ଆଦିର ଆକୃତି ତିଆରିକରିବା

ଉଦାହରଣ : ପିଲାଟି କ,ଖ,ଗ,ଘ ଲେଖୁଛି ମୁଁ ପତ୍ରଟିଏ ଲେଖୁଛି

ସମକକ୍ଷ : ଲିଖନ କରିବା, ଲିପିବଦ୍ଧକରିବା


ଅନ୍ୟ ଭାଷାରେ ଅନୁବାଦ :

अक्षरों आदि की आकृति बनाना।

बच्चा क,ख,ग,घ लिख रहा है।
मैं एक पत्र लिख रहा हूँ।
अवरेवना, उखेलना, लिखना, लिपिबद्ध करना

Mark or trace on a surface.

The artist wrote Chinese characters on a big piece of white paper.
Russian is written with the Cyrillic alphabet.
write