ଅର୍ଥ : ଫେରିବାର ଅବସ୍ଥା ବା ଭାବ
ଉଦାହରଣ :
ଆଜି ଶ୍ୟାମର ଗାଁରୁ ଲେଉଟଣ ସମ୍ଭବ ନୁହଁ
ସମକକ୍ଷ : ନିବର୍ତ୍ତନ, ପ୍ରତ୍ୟାବର୍ତ୍ତନ, ଲେଉଟଣ, ଲେଉଟା, ଲେଉଟାଣ
ଅର୍ଥ : କୌଣସି ସ୍ଥାନରୁ ଫେରି ଆସିବାର ପ୍ରକ୍ରିୟା
ଉଦାହରଣ :
ଫେରିବା ସମୟରେ ଆମେସବୁ ବାରାଣସୀ ହୋଇ ଆସିବୁଦିଲ୍ଲୀରୁ ଆପଣଙ୍କ ପ୍ରତ୍ୟାବର୍ତ୍ତନ କେବେ ହେବ?
ସମକକ୍ଷ : ପ୍ରତି ଗମନ, ପ୍ରତ୍ୟାବର୍ତ୍ତନ, ଫେରିବା
ଅନ୍ୟ ଭାଷାରେ ଅନୁବାଦ :