ଅର୍ଥ : ପୂର୍ଣ୍ଣରୂପେ ମୋହିତ ହୋଇଯିବା
ଉଦାହରଣ :
କୃଷ୍ଣଙ୍କ ବଂଶୀଧ୍ୱନୀ ଶୁଣି ଗୋକୁଳବାସୀ ଲୁବ୍ଧ ହେଉଥିଲେ
ସମକକ୍ଷ : ପ୍ରଲୁବ୍ଧହେବା, ଲୁବ୍ଧହେବା, ଲୋଭେଇବା
ଅନ୍ୟ ଭାଷାରେ ଅନୁବାଦ :
Arouse unreasoning love or passion in and cause to behave in an irrational way.
His new car has infatuated him.