ଅର୍ଥ : ସ୍ତ୍ରୀମାନଙ୍କର ଏକ ପ୍ରକାର ପରିଧାନ ଯାହା ଶରୀରକୁ ଜଡ଼ାଇ ପିନ୍ଧାଯାଏ
ଉଦାହରଣ :
ସୀତା ନୀଳ ରଙ୍ଗର ଶାଢ଼ୀ ପିନ୍ଧିବାକୁ ପସନ୍ଦ କରେ
ସମକକ୍ଷ : ଶାଢ଼ୀ
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : ଟୋପି ବା ପଗଡିରେ ବନ୍ଧାଯାଇଥିବା କପଡା
ଉଦାହରଣ :
ଚାଷୀ ଲୁଗାରେ ନିଜମୁଣ୍ଡରେ ଠେକା ଭିଡୁଛିଚାଷୀ ବତ୍ତୀରେ ନିଜମୁଣ୍ଡରେ ଠେକା ଭିଡୁଛି
ଅନ୍ୟ ଭାଷାରେ ଅନୁବାଦ :