ଅର୍ଥ : କୌଣସି ବିଷୟର ମୁଖ୍ୟ-ମୁଖ୍ୟ କଥାର ଦିଆଯଇଥିବା କ୍ରମିକ ସୂଚନା
ଉଦାହରଣ :
ସେ କିଣାଯାଇଥିବା ଜିନିଷର ଏକ ତାଲିକା ତିଆରିକଲେ
ସମକକ୍ଷ : ଅନୁକ୍ରମଣିକା, ତାଲିକା, ସୂଚୀ
ଅନ୍ୟ ଭାଷାରେ ଅନୁବାଦ :
किसी विषय की मुख्य-मुख्य बातों की क्रमवार दी हुई सूचना।
उसने खरीदे गये सामानों की एक सूची बनाई।