ଅର୍ଥ : ଅକ୍ଷର ଆଦିର ଆକୃତି ତିଆରିକରିବା
ଉଦାହରଣ :
ପିଲାଟି କ,ଖ,ଗ,ଘ ଲେଖୁଛି ମୁଁ ପତ୍ରଟିଏ ଲେଖୁଛି
ସମକକ୍ଷ : ଲିପିବଦ୍ଧକରିବା, ଲେଖିବା
ଅନ୍ୟ ଭାଷାରେ ଅନୁବାଦ :
अक्षरों आदि की आकृति बनाना।
बच्चा क,ख,ग,घ लिख रहा है।Mark or trace on a surface.
The artist wrote Chinese characters on a big piece of white paper.