ଅର୍ଥ : ଲଙ୍ଗଳର ଯେଉଁ ଅଁଶରେ ଫାଳ ଲାଗିଥାଏ
ଉଦାହରଣ :
ଲଙ୍ଗଳମୁଣ୍ଡାରୁ ଫାଳ ବାହାରିଯାଇଛି
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : ଲଙ୍ଗଳର ଯେଉଁ କାଠଖଣ୍ଡରେ ଫାଳ ଲଗାଯାଏ
ଉଦାହରଣ :
ଫାଳ ଲଗାଇବା ସମୟରେ ଲଙ୍ଗଳମୁଣ୍ଡା ଫାଟିଗଲା
ଅନ୍ୟ ଭାଷାରେ ଅନୁବାଦ :