ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଲଗାତର ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଲଗାତର   ବିଶେଷଣ

ଅର୍ଥ : ନିରନ୍ତର ହେଉଥିବା

ଉଦାହରଣ : ଅନବରତ ବର୍ଷାହେବା କାରଣରୁ ଜନ-ଜୀବନ ଅସ୍ତବ୍ୟସ୍ତ ହୋଇଗଲା

ସମକକ୍ଷ : ଅନବରତ, ଅବିଛିନ୍ନ, ଅବିରତ, କ୍ରମାଗତ


ଅନ୍ୟ ଭାଷାରେ ଅନୁବାଦ :

ଲଗାତର   କ୍ରିୟା ବିଶେଷଣ

ଅର୍ଥ : ଲଗାତର ଏବଂ ଶୀଘ୍ରଶୀଘ୍ର

ଉଦାହରଣ : ସୈନିକ ଚଟାପଟ ଗୁଳି ବର୍ଷା କରୁଥିଲେ

ସମକକ୍ଷ : ଚଟାପଟ


ଅନ୍ୟ ଭାଷାରେ ଅନୁବାଦ :

धड़-धड़ शब्द करते हुए।

सैनिक धड़ाधड़ गोलियाँ बरसा रहे थे।
धड़ाधड़

ଅର୍ଥ : କେତେ ଥର

ଉଦାହରଣ : ରୁଷିଥିବା ବାଳକକୁ ବାରଂବାର ଡାକିଲା ପରେ ବି ଆସୁ ନ ଥିଲା

ସମକକ୍ଷ : ଥରକୁଥର, ବାରଂବାର


ଅନ୍ୟ ଭାଷାରେ ଅନୁବାଦ :

कई बार।

रूठा हुआ बालक बार-बार बुलाने पर भी नहीं आ रहा था।
असकृत, अहोर-बहोर, पुनः-पुनः, बार बार, बार-बार, बारंबार, बारम्बार

Repeatedly.

The unknown word turned up over and over again in the text.
again and again, over and over, over and over again, time and again, time and time again