ସଦସ୍ୟତା ନିଅନ୍ତୁ
ପୃଷ୍ଠା ଠିକଣା କ୍ଲିପବୋର୍ଡରେ କପି ହୋଇଛି ।
ଅର୍ଥ : ଭୟରେ ଯାହାର ଲୋମ ଟାଙ୍କୁରି ଉଠେ
ଉଦାହରଣ : ଭୂତର କଳ୍ପନା କରୁକରୁ ସେ ରୋମାଞ୍ଚିତ ହୋଇଉଠିଲେ
ସମକକ୍ଷ : ଭୟଭୀତ
ଅନ୍ୟ ଭାଷାରେ ଅନୁବାଦ :हिन्दी English
भय से जिसके रोंगटे खड़े हों।
Feeling intense pleasurable excitement.
ଅର୍ଥ : ଆନନ୍ଦରେ ଯାହାର ଲୋମ ଛିଡ଼ାହୋଇଯାଏ
ଉଦାହରଣ : ସେ ସିନେମା ଦେଖି ରୋମାଞ୍ଚିତ ହେଲା
ସମକକ୍ଷ : ପୁଲକିତ, ପ୍ରଫୁଲ୍ଲିତ
आनंद से जिसके रोंगटे खड़े हों।
ସଂସ୍ଥାପନ କରନ୍ତୁ