ସଦସ୍ୟତା ନିଅନ୍ତୁ
ପୃଷ୍ଠା ଠିକଣା କ୍ଲିପବୋର୍ଡରେ କପି ହୋଇଛି ।
ଅର୍ଥ : ଯାହା ରୁଚିରେ ଭରା ହୋଇଛି
ଉଦାହରଣ : ତାଙ୍କ ପାଖରେ ରୁଚିକର କାହାଣୀ ପୁସ୍ତକଗୁଡ଼ିକର ଭଣ୍ଡାର ଅଛି
ସମକକ୍ଷ : ମଜାଦାର, ରୋଚକ
ଅନ୍ୟ ଭାଷାରେ ଅନୁବାଦ :हिन्दी English
जो रोचकता से भरा हुआ हो।
Arousing or holding the attention.
ଅର୍ଥ : ରୁଚି ଅନୁକୁଳ ବା ଭଲ ଜଣାପଡ଼ୁଥିବା ଲୋକ
ଉଦାହରଣ : ଏହା ମୋର ମନପସନ୍ଦ ଖାଦ୍ୟ
ସମକକ୍ଷ : ପସନ୍ଦିଆ, ପ୍ରିୟ, ମନପସନ୍ଦ
रुचि के अनुकूल या अच्छा जान पड़नेवाला।
Appealing to the general public.
ଅର୍ଥ : ରୁଚି ଉତ୍ପନ୍ନ କରୁଥିବା ବ୍ୟକ୍ତି
ଉଦାହରଣ : ମୋ ମା ରୁଚିକର ଖାଦ୍ୟ ତିଆରି କରନ୍ତି ଏଇ କାହାଣୀଟି ମନପସନ୍ଦିଆ ହେଇଛି
ସମକକ୍ଷ : ମନପସନ୍ଦିଆ, ରୁଚିକାରକ
रुचि उत्पन्न करने वाला।
Acceptable to the taste or mind.
ସଂସ୍ଥାପନ କରନ୍ତୁ