ଅର୍ଥ : ରାଜା ବା ରାଜ୍ୟ ବିନା ମକଦ୍ଦମାରେ ଯାହାକୁ କୌଣସି ସନ୍ଦେହରେ ବନ୍ଦୀ କରିଛି
ଉଦାହରଣ :
ରାଜା ସମସ୍ତ ରାଜବନ୍ଦୀଙ୍କୁ ବନ୍ଦୀମୁକ୍ତ କରିଦେଲେ
ଅନ୍ୟ ଭାଷାରେ ଅନୁବାଦ :
वह जिसे राजा या राज्य ने बिना मुकदमा चलाए किसी सन्देह में कैद कर लिया हो।
राजा ने सभी राजबंदियों को कैदमुक्त कर दिया।
राजबंदी