ଅର୍ଥ : କୌଣସି ଉଦ୍ଦେଶ୍ୟର ସିଦ୍ଧିପାଇଁ ଲୋକମାନଙ୍କର ନିଜନିଜର ଅଲଗାଅଲଗା ଦଳ ଗଢ଼ିବାର କ୍ରିୟା
ଉଦାହରଣ :
ସମ୍ବିଧାନର ପାଦ ରାଜନୈତିକଦଳର କାଦୁଅ ଭିତରେ ପଶିଯାଇଛି
ଅନ୍ୟ ଭାଷାରେ ଅନୁବାଦ :
किसी उद्देश्य की सिद्धि के लिए लोगों का अपना-अपना अलग-अलग दल बनाने की क्रिया।
संविधान के पाँव दलबंदी के दलदल में फँसे हैं।
दलबंदी,
दलबन्दी