ଅର୍ଥ : ଯେ ରତ୍ନଗୁଡ଼ିକୁ ଭଲଭାବରେ ପରୀକ୍ଷା କରିପାରନ୍ତି
ଉଦାହରଣ :
ଜଣେ କୁଶଳ ଜହୁରୀ ରତ୍ନକୁ ହାତରେ ନେଇ ତାହା ଅସଲି ବା ନକଲି ଜାଣିପାରିଥାଏ
ସମକକ୍ଷ : ଜହୁରୀ
ଅନ୍ୟ ଭାଷାରେ ଅନୁବାଦ :
वह जिसे रत्नों की अच्छी परख हो।
एक कुशल जौहरी रत्नों को हाथ में लेकर ही उनके असली और नकली होने की पहचान कर लेता है।