ସଦସ୍ୟତା ନିଅନ୍ତୁ
ପୃଷ୍ଠା ଠିକଣା କ୍ଲିପବୋର୍ଡରେ କପି ହୋଇଛି ।
ଅର୍ଥ : ରାଜାମାନେ ରହୁଥିବା ବଡ଼ ଓ ବଢ଼ିଆ ଅଟ୍ଟାଳିକା
ଉଦାହରଣ : ମହୀଶୂରର ରାଜମହଲ ଆଜିବି ଦେଖିବା ଯୋଗ୍ୟ
ସମକକ୍ଷ : ପେଲେସ୍, ପ୍ରାସାଦ, ମହଲ, ରାଜନିବାସ, ରାଜବାଟି, ରାଜମହଲ
ଅନ୍ୟ ଭାଷାରେ ଅନୁବାଦ :हिन्दी English
राजाओं आदि के रहने का बड़ा और बढ़िया मकान।
A large and stately mansion.
ସଂସ୍ଥାପନ କରନ୍ତୁ