ସଦସ୍ୟତା ନିଅନ୍ତୁ
ପୃଷ୍ଠା ଠିକଣା କ୍ଲିପବୋର୍ଡରେ କପି ହୋଇଛି ।
ଅର୍ଥ : ଏକ ଚର୍ମରୋଗ ଯେଉଁଥିରେ ବହୁତ କୁଣ୍ଡିଆ ହୋଇଥାଏ
ଉଦାହରଣ : ସେ ଯାଦୁରେ ପୀଡିତ
ଅନ୍ୟ ଭାଷାରେ ଅନୁବାଦ :हिन्दी English
एक चर्मरोग जिसमें बहुत खुजली होती है।
Infections of the skin or nails caused by fungi and appearing as itching circular patches.
ଅର୍ଥ : ଯେଉଁ ଆଶ୍ଚର୍ଯ୍ୟଜନକ କାମକୁ ଲୋକେ ଅଲୌକିକ ଓ ଅମାନବୀୟ ବୋଲି ଭାବନ୍ତି
ଉଦାହରଣ : ଚନ୍ଦ୍ରକାନ୍ତାର କାହାଣୀରେ ଭୋଜବିଦ୍ୟା ଭରିଯାଇଛି
ସମକକ୍ଷ : ଇନ୍ଦ୍ରଜାଲ, ଭୋଜବିଦ୍ୟା, ମାୟାଜାଲ
जादू के जोर से किया जाने वाला ऐसा आश्चर्यजनक काम जिसे लोग अलौकिक समझें।
Any amazing or wonderful occurrence.
ଅର୍ଥ : ଏକ ପ୍ରକାରର ଚର୍ମ ରୋଗ
ଉଦାହରଣ : ଯାଦୁ ଯୋଗୁଁ ଦେହରେ କଳାରଙ୍ଗର ଚେକାଚେକା ଦାଗ ହୋଇଯାଏ
ଅନ୍ୟ ଭାଷାରେ ଅନୁବାଦ :हिन्दी
एक प्रकार का चर्म रोग।
ସଂସ୍ଥାପନ କରନ୍ତୁ