ଅର୍ଥ : ଯୋଗୀଶ୍ୱର ଯାଜ୍ଞବଳ୍କ୍ୟଙ୍କର ବଂଶଧର
ଉଦାହରଣ :
ଯାଜ୍ଞବଳ୍କ୍ୟ ଋଷି ଜଣେ ସ୍ମୃତିକାରା ଥିଲେ
ସମକକ୍ଷ : ଯାଜ୍ଞବଳ୍କ୍ୟ ଋଷି
ଅନ୍ୟ ଭାଷାରେ ଅନୁବାଦ :
An imaginary being of myth or fable.
mythical beingଅର୍ଥ : ଜଣେ ଋଷି
ଉଦାହରଣ :
ଯାଜ୍ଞବଳ୍କ୍ୟ ଋଷି ରାଜା ଜନକଙ୍କ ଦରବାରରେ ରହୁଥିଲେ
ସମକକ୍ଷ : ଯାଜ୍ଞବଳ୍କ୍ୟ ଋଷି
ଅନ୍ୟ ଭାଷାରେ ଅନୁବାଦ :
A mentor in spiritual and philosophical topics who is renowned for profound wisdom.
sageଅର୍ଥ : ଜଣେ ପ୍ରସିଦ୍ଧ ଋଷି
ଉଦାହରଣ :
ଯାଜ୍ଞବଳ୍କ୍ୟ ଋଷି ବୈଶମ୍ପାୟନଙ୍କ ଶିଷ୍ୟ ଥିଲେ
ସମକକ୍ଷ : ଯାଜ୍ଞବଳ୍କ୍ୟ ଋଷି
ଅନ୍ୟ ଭାଷାରେ ଅନୁବାଦ :
A mentor in spiritual and philosophical topics who is renowned for profound wisdom.
sage