ଅର୍ଥ : ଏକ ବର୍ଣ୍ଣବୃତ୍ତ
ଉଦାହରଣ :
ଯଶୋଦା-ର ପ୍ରତି ଚରଣରେ ଗୋଟିଏ ଜଗଣ ତଥା ଦୁଇଟି ଗୁରୁବର୍ଣ୍ଣ ଥାଏ
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : ନନ୍ଦଙ୍କ ପତ୍ନୀ ଏବଂ କୃଷ୍ଣଙ୍କ ପାଳକ ମାତା
ଉଦାହରଣ :
ଯଶୋଦା କୃଷ୍ଣଙ୍କୁ ବହୁତ ଭଲ ପାଉଥିଲେ
ସମକକ୍ଷ : ନଂଦରାଣୀ, ନନ୍ଦରାଣୀ, ଯଶୋମତି
ଅନ୍ୟ ଭାଷାରେ ଅନୁବାଦ :
An imaginary being of myth or fable.
mythical beingଅର୍ଥ : ରାଜା ଦିଲୀପଙ୍କ ମାଆ
ଉଦାହରଣ :
ଯଶୋଦାଙ୍କ ବର୍ଣ୍ଣନା ପୁରାଣରେ ମିଳିଥାଏ
ଅନ୍ୟ ଭାଷାରେ ଅନୁବାଦ :
An imaginary being of myth or fable.
mythical being