ଅର୍ଥ : କୌଣସି କଥା ପ୍ରସଙ୍ଗରେ ପୂର୍ବାପର ବା ତାଳମେଳ ଆଲୋଚନା ଅଥବା ଅନ୍ୟ କୌଣସି ପ୍ରକାରରେ ଠିକ୍ ବା ମେଳ ରଖିବାବାଲା
ଉଦାହରଣ :
ମନ୍ତ୍ରୀଙ୍କ ସଙ୍ଗତ ଉତ୍ତରରେ ସାମ୍ବାଦିକମାନେ ଚୁପ୍ ହୋଇଗଲେ
ସମକକ୍ଷ : ଉଚିତ, ଉପଯୁକ୍ତ, ଠିକ୍, ଯଥାର୍ଥ, ସଙ୍ଗତ, ୱାଜିବ
ଅନ୍ୟ ଭାଷାରେ ଅନୁବାଦ :
Suitable for a particular person or place or condition etc.
A book not appropriate for children.