ଅର୍ଥ : କୌଣସି ବସ୍ତୁର ମୂଳ ବା ତତ୍ୱସହିତ ସଂବନ୍ଧ ରଖୁଥିବା
ଉଦାହରଣ :
ସତ୍ୟ, ଅହିଂସା, ଏବଂ ପ୍ରେମ- ଏଗୁଡ଼ିକ ସଂସ୍କୃତିର ଆଧାରଭୂତ ସଂରଚନା
ସମକକ୍ଷ : ଆଧାରଭୂତ, ମୂଳ, ମୂଳ ଆଧାର
ଅନ୍ୟ ଭାଷାରେ ଅନୁବାଦ :
Being or involving basic facts or principles.
The fundamental laws of the universe.ଅର୍ଥ : ଯାହା କାହାରି ଅନୁବାଦ, ନକଲ ବା ଆଧାର ଉପରେ ଆଧାରିତ ନୁହେଁ, କିନ୍ତୁ ନିଜର ଉଦ୍ଭାବନରୁ ବାହାରିଛି
ଉଦାହରଣ :
ଏହା ମୋର ମୌଳିକ ରଚନା
ସମକକ୍ଷ : ନିଜସ୍ୱ, ମୂଳ, ସ୍ୱକୃତ, ସ୍ୱରଚିତ
ଅନ୍ୟ ଭାଷାରେ ଅନୁବାଦ :
Not derived or copied or translated from something else.
The play is original; not an adaptation.