ଅର୍ଥ : କୌଣସି ବସ୍ତୁ ଜଳେଇବାପାଇଁ ନିଆଁରେ ପକାଇବା
ଉଦାହରଣ :
ରୋଷେଇ କଳାବେଳେ ସୀତା ବାରମ୍ବାର କୁଟା ଚୁଲିରେ ମୋହୁଁଥିଲା
ସମକକ୍ଷ : ପୂରେଇବା, ଭର୍ତ୍ତିକରିବା
ଅନ୍ୟ ଭାଷାରେ ଅନୁବାଦ :
कोई वस्तु जलाने के लिए आग में फेंकना।
खाना बनाते समय सीता बार-बार भूसी आदि चूल्हे में झोंक रही थी।Stir up or tend. Of a fire.
stoke