ଅର୍ଥ : ଏକ ଆଖି ରୋଗ
ଉଦାହରଣ :
ମୋତିଆବିନ୍ଦୁ ହେଲେ ଆଖିର କଳା ଭାଗ ଧଳା ହୋଇଯାଏ
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : ଆଖିର ଏକ ରୋଗ ଯେଉଁଥିରେ ପିତୁଳା ଆଗରେ ଆସ୍ତରଣ ପଡ଼ିଯାଏ
ଉଦାହରଣ :
ସରକାରୀ ଡାକ୍ତରଖାନାରେ ବିନାମୂଲ୍ୟରେ ମୋତିଆବିନ୍ଦୁର ଚିକିତ୍ସା କରାଯାଏ
ଅନ୍ୟ ଭାଷାରେ ଅନୁବାଦ :
आँख का एक रोग जिसमें पुतली के आगे झिल्ली-सी पड़ जाती है।
सरकारी अस्पतालों में मोतियाबिंद का इलाज मुफ्त में किया जाता है।ଅର୍ଥ : ଆଖି ଭିତର ପରଦା ଉପରେ ଥିବା ଯେଉଁ ସ୍ଥାନ ଆଲୋକ ଗ୍ରହଣ କରିପାରେ ନାହିଁ ତଥା ଯେଉଁଥିପାଇଁ ଆଗରେ ପଡିଥିବା ବସ୍ତୁ ଦେଖାଯାଏ ନାହିଁ
ଉଦାହରଣ :
ଅନେକ ସମୟରେ ମଧୁମେହ ମଧ୍ୟ ମୋତିଆବିନ୍ଦୁ କାରଣରୁ ହୋଇଥାଏ
ଅନ୍ୟ ଭାଷାରେ ଅନୁବାଦ :
आँख के भीतर के परदे पर का वह स्थान जो प्रकाश ग्रहण नहीं करता है जिससे सामने की पड़ी वस्तु दिखाई नहीं पड़ती है।
बहुत बार मधुमेह भी अंधबिंदु का कारण होता है।The point where the optic nerve enters the retina. Not sensitive to light.
blind spot, optic disc, optic disk