ଅର୍ଥ : ଯେଉଁ ସମୟରେ ଚନ୍ଦ୍ରମା ମୃଗଶିରା ନକ୍ଷତ୍ରରେ ଥାଆନ୍ତି
ଉଦାହରଣ :
ସେ ମୃଗଶିରା ନକ୍ଷତ୍ରରେ ଗୃହ ପ୍ରବେଶର ଆୟୋଜନ କରିଛନ୍ତି
ସମକକ୍ଷ : ମୃଗଶିରା ନକ୍ଷତ୍ର
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : ସତେଇଶ ନକ୍ଷତ୍ର ମଧ୍ୟରୁ ପଞ୍ଚମ ନକ୍ଷତ୍ର
ଉଦାହରଣ :
ମୃଗଶିରା ରୋହିଣୀ ପରବର୍ତ୍ତୀ ନକ୍ଷତ୍ର
ସମକକ୍ଷ : ମୃଗଶିରାନକ୍ଷତ୍ର
ଅନ୍ୟ ଭାଷାରେ ଅନୁବାଦ :