ଅର୍ଥ : କୌଣସି ଦେଶ ବା ରାଜ୍ୟରେ ବସବାସ କରୁଥିବା ମୂଳ ନିବାସୀ
ଉଦାହରଣ :
ଆଦିବାସୀମାନଙ୍କର ଉଲ୍ଲେଖ ରାମାୟଣରେ ମଧ୍ୟ ମିଳେ
ସମକକ୍ଷ : ଆଦିବାସୀ, ଆଦିମ ଅଧିବାସୀ, ଆଦିମ ନିବାସୀ, ଜନଜାତି
ଅନ୍ୟ ଭାଷାରେ ଅନୁବାଦ :
किसी देश या राज्य में रहनेवाले मूल निवासी।
आदिवासियों का उल्लेख रामायण में भी मिलता है।