ଅର୍ଥ : ଯେଉଁ ବ୍ୟକ୍ତି ଅତି ମୂର୍ଖ
ଉଦାହରଣ :
କାଳିଦାସ ପ୍ରଥମେ ମହାମୂର୍ଖ ଥିଲେ ବୋଲି କୁହାଯାଏ
ସମକକ୍ଷ : ଗଜ ମୂର୍ଖ, ଗଣ୍ଡମୂର୍ଖ, ନିପଟ ମୂର୍ଖ, ମହାମୂର୍ଖ
ଅନ୍ୟ ଭାଷାରେ ଅନୁବାଦ :
वह जो बहुत बड़ा मूर्ख हो।
समाज में महामूर्खों की कमी नहीं है।ଅର୍ଥ : ସେହି ବ୍ୟକ୍ତି ଯାହାର ବୁଦ୍ଧି ନାହିଁ ବା କମ୍ ବୁଦ୍ଧି
ଉଦାହରଣ :
ସମାଜରେ ମୂର୍ଖଙ୍କ ସଂଖ୍ୟା କମ୍ ନୁହେଁ
ସମକକ୍ଷ : ଗଧ, ଗୋବରଗଣେଶ, ମୂର୍ଖ ବ୍ୟକ୍ତି
ଅନ୍ୟ ଭାଷାରେ ଅନୁବାଦ :
वह व्यक्ति जिसमें बुद्धि न हो या कम हो।
समाज में मूर्खों की कमी नहीं है।ଅର୍ଥ : ଯାହାର ବୁଦ୍ଧି ନାହିଁ ବା ବହୁତ କମ୍ ବୁଦ୍ଧି ଅଛି
ଉଦାହରଣ :
ମୂର୍ଖ ଲୋକମାନଙ୍କ ସହିତ ଯୁକ୍ତିତର୍କ କରିବା ଉଚିତ୍ ନୁହେଁ
ସମକକ୍ଷ : ଅବୋଧ, ଅଳ୍ପବୁଦ୍ଧି, ପାମର, ମୂଢ଼
ଅନ୍ୟ ଭାଷାରେ ଅନୁବାଦ :
जिसे बुद्धि न हो या बहुत कम हो या जो मूर्खतापूर्ण आचरण करता हो।
मूर्ख लोगों से बहस नहीं करनी चाहिए।ଅର୍ଥ : ଯେ ବହୁତ ବଡ଼ ମୂର୍ଖ ବା ଅବୁଝା
ଉଦାହରଣ :
ପଣ୍ଡିତମାନେ ମହାମୁର୍ଖ କାଳିଦାସର ବିବାହ ବିଦ୍ୟୋତ୍ମା ସହିତ କରାଇ ଦେଲେ ତାକୁ ସେ କାମ ଦିଅନାହିଁ, ସେ ମହାମୂର୍ଖ
ଅନ୍ୟ ଭାଷାରେ ଅନୁବାଦ :
जो बहुत बड़ा मूर्ख या नासमझ हो।
पंडितों ने महामूर्ख कालीदास का विवाह विद्योत्मा से करा दिया।