ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ମୁଣ୍ଡନ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ମୁଣ୍ଡନ   ବିଶେଷ୍ୟ

ଅର୍ଥ : ହିନ୍ଦୁମାନଙ୍କ ଷୋଡ଼ଶ ସଂସ୍କାର ମଧ୍ୟରୁ ଏକ ସଂସ୍କାର ଯେଉଁଥିରେ ଶିଶୁର ମୁଣ୍ଡନ କରାଯାଏ

ଉଦାହରଣ : ସେ ବାରଣାସୀରେ ତାଙ୍କ ଶିଶୁର ମୁଣ୍ଡନ କରାଇଥିଲେ

ସମକକ୍ଷ : ଲଣ୍ଡା

ଅର୍ଥ : ଖୁରଦ୍ୱାରା ମୁଣ୍ଡରୁ କେଶ ଅଲଗା କରିବା ପ୍ରକ୍ରିୟା

ଉଦାହରଣ : ଆମ ଜେଜେ ପ୍ରତ୍ୟେକ ପିତୃପକ୍ଷରେ ଲଣ୍ଡା ହୁଅନ୍ତି

ସମକକ୍ଷ : ଲଣ୍ଡା


ଅନ୍ୟ ଭାଷାରେ ଅନୁବାଦ :

उस्तरे से सिर के बाल साफ करने की क्रिया।

मेरे दादाजी प्रत्येक पितृपक्ष में अपना मुंडन करा लेते हैं।
आवपन, मुंडन

Shaving the crown of the head by priests or members of a monastic order.

tonsure