ଅର୍ଥ : ଆଙ୍ଗୁଠିଗୁଡ଼ିକୁ ଏକାଠି କରି ମୋଡ଼ି ପାପୁଲି ଉପରେ ଚାପି ରଖିବା ଫଳରେ ହେଉଥିବା ମୁଦ୍ରା ବା ରୂପ
ଉଦାହରଣ :
ପିଲାଟି ଟଙ୍କାକୁ ନିଜ ମୁଠାରେ ବନ୍ଦ କରି ଦେଲା
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : ଧରିବାର କାର୍ଯ୍ୟ
ଉଦାହରଣ :
ତାର ମୁଠା ଢିଲା ହେବାରୁ ମାଛ ପାଣିକୁ ଡେଇଁ ପଡ଼ିଲା
ଅନ୍ୟ ଭାଷାରେ ଅନୁବାଦ :