ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ମୁଚୁଳା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ମୁଚୁଳା   ବିଶେଷ୍ୟ

ଅର୍ଥ : ଶୋଇବା ଜାଗାରେ ମୁଣ୍ଡ ଆଡ଼କୁ ଥିବା ଭାଗ

ଉଦାହରଣ : ଏହି ଖଟରେ ମୋ ତକିଆ ଦବି ଯାଇଛି

ସମକକ୍ଷ : ତକିଆ, ମାଣ୍ଡି


ଅନ୍ୟ ଭାଷାରେ ଅନୁବାଦ :

सोने की जगह पर सिर की ओर का भाग।

वह चारपाई पर मेरे सिरहाने बैठ गयी।
आयँती, शिरहन, सिरहाना

A vertical board or panel forming the head of a bedstead.

headboard

ଅର୍ଥ : ବୋଝ ଉଠାଇବା ସମୟରେ ମୁଣ୍ଡ ଉପରେ ରଖାଯାଉଥିବା କନା ତିଆରି ଛୋଟ ଗୋଲ ଗଦି

ଉଦାହରଣ : ଚାଷୀ ବୋଝ ଉଠାଇବାପାଇଁ ମୁଣ୍ଡ ଉପରେ ମୁଚୁଳା ରଖିଲା


ଅନ୍ୟ ଭାଷାରେ ଅନୁବାଦ :

कपड़े की बनी हुई छोटी गोल गद्दी जो बोझ उठाते समय सिर पर रख लेते हैं।

किसान ने बोझ उठाने के लिए सर पर इँडुआ रखा।
इँडुआ, इँडुरी, इँडुवा, इंडुरी, इंदुआ, इन्दुआ, ईंडवा, ईंडवी, ईंड़ुरी, ईंडुआ, ईंडुरी, ईड़री, कुंडली, कुण्डली, गिंडुरी, गेंड़ुरी, गेंडुरी

ଅର୍ଥ : ଗାଡ଼ିରେ ଯୋଚା ଘୋଡ଼ାର ବେକ ଉପରେ ଲଦାଯାଇଥିବା ଅଣ୍ଡାକାର ବସ୍ତୁ

ଉଦାହରଣ : ମୁଚୁଳା ରଖି ରଖି ଘୋଡ଼ାର ବେକ ଲୋମ ଝଡ଼ି ଗଲାଣି


ଅନ୍ୟ ଭାଷାରେ ଅନୁବାଦ :

गाड़ी में जुते हुए घोड़े की गर्दन पर रखी जानेवाली अंडाकार वस्तु।

कंधेली रखते-रखते घोड़े की गरदन के बाल झड़ गए हैं।
कंधेली