ଅର୍ଥ : ବିଦ୍ୟାଳୟର ଅଧ୍ୟାପକମାନଙ୍କ ମଧ୍ୟରେ ଶ୍ରେଷ୍ଠ ବା ମୁଖ୍ୟ
ଉଦାହରଣ :
ଆମ ବିଦ୍ୟାଳୟରେ ଗଣତନ୍ତ୍ର ଦିବସ ଅବସରରେ ପ୍ରଧାନ ଅଧ୍ୟାପକ ପତାକା ଉଡ଼ାଇଲେ
ସମକକ୍ଷ : ପ୍ରଧାନ ଅଧ୍ୟାପକ, ପ୍ରଧାନାଚାର୍ଯ୍ୟ
ଅନ୍ୟ ଭାଷାରେ ଅନୁବାଦ :
विद्यालय के अध्यापकों में मुख्य।
प्राथमिक विद्यालय में गणतंत्र दिवस के अवसर पर प्रधानाध्यापक ने ध्वजारोहण किया।