ଅର୍ଥ : ଯେଉଁ ଦେବୀଙ୍କ ମନ୍ଦିର ମୁମ୍ବଇରେ ଅଛି ଏବଂ ତାଙ୍କ ନାମ ଅନୁସାରେ ମୁମ୍ବଇ ନାମ ବି ହୋଇଛି
ଉଦାହରଣ :
ମୁମ୍ବାଦେବୀଙ୍କ ଦର୍ଶନପାଇଁ ପ୍ରତିଦିନ ଶ୍ରଦ୍ଧାଳୁମାନଙ୍କ ଭିଡ଼ ଜମେ
ସମକକ୍ଷ : ମୁମ୍ବାଦେବୀ
ଅନ୍ୟ ଭାଷାରେ ଅନୁବାଦ :
एक देवी जिनका मंदिर मुंबई में है और इन्हीं के नाम पर मुंबई नाम भी पड़ा।
मुम्बादेवी के दर्शन के लिए प्रतिदिन श्रद्धालुओं की भीड़ उमड़ती है।A female deity.
goddess