ଅର୍ଥ : ସୁନା, ରୂପାଉପରେ କରାଯାଉଥିବା ଏକ ପ୍ରକାରର ରଙ୍ଗ ବେରଙ୍ଗ କାମ
ଉଦାହରଣ :
ଏହି ହାରରେ କରାଯାଇଥିବା ମୀନାକାମ ବହୁତ ଆକର୍ଷଣୀୟ ହୋଇଛି
ସମକକ୍ଷ :
ମୀନା
ଅନ୍ୟ ଭାଷାରେ ଅନୁବାଦ :
सोने, चाँदी आदि पर किया जाने वाला एक प्रकार का रंगबिरंगा काम।
इस हार पर की गयी मीनाकारी बहुत मोहक है।
मीना,
मीनाकारी