ଅର୍ଥ : ମିଳନର କ୍ରିୟା ବା ଭାବ
ଉଦାହରଣ :
ନାଟକ ଶେଷରେ ନାୟକ ଓ ନାୟିକାଙ୍କ ମିଳନ ହେଲା
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : ଏକ ସାମାଜିକ ବା ବାଣିଜିକ ସମ୍ବନ୍ଧ
ଉଦାହରଣ :
ସେ ଦେଶର ଜଣାଶୁଣା ବ୍ରାଣ୍ଡ ସହିତ ମିଶ୍ରଣ ପାଇଁ ଚିନ୍ତା କରୁଛି
ସମକକ୍ଷ : ଏକୀକରଣ, ଟାଇ-ଅପ୍, ଟାଇଅପ୍, ମିଶ୍ରଣ, ସାଯୋଗସାଧନ
ଅନ୍ୟ ଭାଷାରେ ଅନୁବାଦ :
A social or business relationship.
A valuable financial affiliation.