ଅର୍ଥ : ବନ୍ଧୁ ବା ମିତ୍ରମାନଙ୍କ ମଧ୍ୟରେ ଥିବା ପାରସ୍ପରିକ ସମ୍ବନ୍ଧ
ଉଦାହରଣ :
ମିତ୍ରତାରେ ସ୍ୱାର୍ଥର ସ୍ଥାନ ରହିବା ଅନୁଚିତ ହନୁମାନ ରାମ ଓ ସୁଗ୍ରୀବଙ୍କ ଭିତରେ ମିତ୍ରତା କରାଇଲେ
ସମକକ୍ଷ : ଦୋସ୍ତି, ବନ୍ଧୁତା, ସଖାପଣ
ଅନ୍ୟ ଭାଷାରେ ଅନୁବାଦ :
दोस्तों या मित्रों में होने वाला पारस्परिक संबंध।
दोस्ती में स्वार्थ का स्थान नहीं होना चाहिए।ଅର୍ଥ : ବନ୍ଧୁ ହେବା ଅବସ୍ଥା
ଉଦାହରଣ :
ବନ୍ଧୁତା ଉଭୟ ପକ୍ଷଦ୍ୱାରା ହିଁ ନିର୍ବାହିତ ହୁଏ
ସମକକ୍ଷ : ଆତ୍ମୀୟତା, ବନ୍ଧୁତା, ସମ୍ପର୍କ
ଅନ୍ୟ ଭାଷାରେ ଅନୁବାଦ :
(anthropology) relatedness or connection by blood or marriage or adoption.
family relationship, kinship, relationship