ଅର୍ଥ : ଆଖୁ କିମ୍ବା ଖଜୁରୀ ଇତ୍ୟାଦି ରସରୁ ସଫା ଚୂର୍ଣ୍ଣ ରୂପରେ ବାହାରୁଥିବା ମିଠାର ସାର
ଉଦାହରଣ :
ସେ ବିନା ଚିନିର ଚା ପିଅନ୍ତି
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : କାହରି ଛଳନା ବା ଠକିବା ଲାଗି କୁହାଯାଉଥିବା ଏପରି କଥା ଯେଉଁଥିରେ ମନରେ ଆଶା, ଧୈର୍ଯ୍ୟ, ସାହସ ଆଦିର ସଞ୍ଚାର ହୁଏ
ଉଦାହରଣ :
ତାଙ୍କର ମିଠା କଥାରେ ଭଳିଯାଅନା
ସମକକ୍ଷ : ଦମ
ଅନ୍ୟ ଭାଷାରେ ଅନୁବାଦ :
किसी को छलने या धोखा देने के लिए कही जाने वाली ऐसी बात जिससे उसके मन में आशा, धैर्य साहस आदि का संचार हो।
उनके दम झाँसे में मत फँसना।ଅର୍ଥ : କୌଣସି ବସ୍ତୁରେ ମିଷ୍ଟତା ଆଣିବା ନିମନ୍ତେ ବ୍ୟବହାର କରାଯାଉଥିବା ପଦାର୍ଥ
ଉଦାହରଣ :
ଗୁଡ,ଚିନି,ଖଜୁର ଆଦିକୁ ମିଠା କୁହା ଯାଏ
ଅନ୍ୟ ଭାଷାରେ ଅନୁବାଦ :
किसी वस्तु में मिठास लाने के लिए उपयोग में लाया जाने वाला पदार्थ।
गुड़,शक्कर,खजूर आदि मीठा कहलाते हैं।ଅର୍ଥ : କହିବା, ଗାଇବା ଇତ୍ୟାଦିରେ ମଧୁର ସ୍ୱରବାଲା
ଉଦାହରଣ :
ଲତାମଙ୍ଗେସକର ମଧୁର ସ୍ୱରରେ ମା’ ସରସ୍ୱତୀଙ୍କର ବନ୍ଦନା କଲେ
ଅନ୍ୟ ଭାଷାରେ ଅନୁବାଦ :