ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ମାଲ୍ଟାଇ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ମାଲ୍ଟାଇ   ବିଶେଷ୍ୟ

ଅର୍ଥ : ମାଲ୍ଟାର ନିବାସୀ

ଉଦାହରଣ : କେତେଜଣ ମାଲ୍ଟାବାସୀ ଯୁଦ୍ଧରେ ମରି ଯାଇଥିଲେ୤

ସମକକ୍ଷ : ମାଲ୍ଟାବାସୀ


ଅନ୍ୟ ଭାଷାରେ ଅନୁବାଦ :

माल्टा का निवासी।

कुछ माल्टाई युद्ध में मारे गए थे।
माल्टा वासी, माल्टा-वासी, माल्टाई

ମାଲ୍ଟାଇ   ବିଶେଷଣ

ଅର୍ଥ : ମାଲଟା ସହ ସମ୍ବନ୍ଧିତ ବା ମାଲଟାର

ଉଦାହରଣ : ପାଖାପାଖି ଦଶଟା ବେଳକୁ ଆମେ ମାଲ୍ଟାଇ ଏଆରପୋର୍ଟରେ ପହଞ୍ଚିଥିଲୁ

ସମକକ୍ଷ : ମାଲ୍ଟାର


ଅନ୍ୟ ଭାଷାରେ ଅନୁବାଦ :

माल्टा से संबंधित या माल्टा का।

लगभग दस बजे हम माल्टाई हवाई अड्डे पर पहुँचे थे।
माल्टाई

Of or relating to the island or republic of Malta or its inhabitants.

Maltese customs officers.
maltese