ଅର୍ଥ : ଇଂରେଜ ଶାସନ କାଳରେ ଯେ ଜମିର ମାଲିକ ହୋଇଥିଲେ ଏବଂ ତାହାକୁ ଖଜଣା ନେଇ କୃଷକମାନଙ୍କୁ ଚାଷ କରିବା ନିମନ୍ତେ ଦେଉଥିଲେ
ଉଦାହରଣ :
ଜମିଦାର କୃଷକମାନଙ୍କ ସହିତ କ୍ରୂର ବ୍ୟବହାର କରୁଥିଲେ
ଅନ୍ୟ ଭାଷାରେ ଅନୁବାଦ :
A landowner who leases to others.
landlordଅର୍ଥ : ଦରମା ବା ମଜୁରି ଭିତ୍ତିରେ କାହାକୁ ନିଜ କାର୍ଯ୍ୟାଳୟ ବା କାରଖାନାରେ କାମ ଦେବାବାଲା ବ୍ୟକ୍ତି
ଉଦାହରଣ :
ମାଲିକ କର୍ମଚାରୀମାନଙ୍କ ଦାବି ପୂରଣ କରିବା ପାଇଁ ମନା କରିଦେଲେ
ସମକକ୍ଷ : ନିୟୋଜକ
ଅନ୍ୟ ଭାଷାରେ ଅନୁବାଦ :
(law) someone who owns (is legal possessor of) a business.
He is the owner of a chain of restaurants.