ସଦସ୍ୟତା ନିଅନ୍ତୁ
ପୃଷ୍ଠା ଠିକଣା କ୍ଲିପବୋର୍ଡରେ କପି ହୋଇଛି ।
ଅର୍ଥ : ମାରୱାଡ଼ର ବ୍ୟକ୍ତି
ଉଦାହରଣ : ମାରୱାଡ଼ିମାନେ ବ୍ୟବସାୟରେ ନିପୁଣ ହୋଇଥାନ୍ତି
ସମକକ୍ଷ : ମାରୁଆଡ଼ି
ଅନ୍ୟ ଭାଷାରେ ଅନୁବାଦ :हिन्दी
मारवाड़ का व्यक्ति।
ଅର୍ଥ : ମାରବାଡ଼ରେ ରହୁଥିବା ବ୍ୟକ୍ତି
ଉଦାହରଣ : ଏହା ମାରୱାଡ଼ି ବଣିଆ ମାନଙ୍କର ବସ୍ତି
ସମକକ୍ଷ : ମାରବାଡ଼ି
ଅର୍ଥ : ମାରୱାଡ଼ି ଭାଷା ସହିତ ସଂବନ୍ଧିତ ବା ମାରୱାଡ଼ି ଭାଷାର
ଉଦାହରଣ : ଢୋଲା ମାରୂ ଏକ ମାରୱାଡ଼ି ଲୋକକଥା ଉପରେ ଆଧାରିତ ପୁସ୍ତକ
ସଂସ୍ଥାପନ କରନ୍ତୁ