ଅର୍ଥ : ଦକ୍ଷିଣ ଓ ମଧ୍ୟ ଆମେରିକାରେ ଦେଖାଯାଉଥିବା ଏକ ଦିନଚର ମାଙ୍କଡ଼
ଉଦାହରଣ :
ମାର୍ମାସେଟର ଶରୀରରେ ଥିବା କେଶ ଛୋଟ ଓ କୋମଳ
ଅନ୍ୟ ଭାଷାରେ ଅନୁବାଦ :
दक्षिण और मध्य अमेरिका में पाया जाने वाला एक दिनचर बंदर।
मार्मोसेट के शरीर पर पाए जाने वाले बाल छोटे और मुलायम होते हैं।Small soft-furred South American and Central American monkey with claws instead of nails.
marmoset