ଅର୍ଥ : ଅଠା ଲଗାଇ ମାରିବା ମଜୁରି
ଉଦାହରଣ :
ମଜୁରିଆ ଏତିକି ପୋଷ୍ଟରର ଅଠା ଲଗାଇ ମାରିବା ମଜୁରି ଦୁଇ ଶହ ଟଙ୍କା ମାଗୁଛି
ସମକକ୍ଷ : ଅଠା ଲଗାଇ ମାରିବା
ଅନ୍ୟ ଭାଷାରେ ଅନୁବାଦ :
Something that remunerates.
Wages were paid by check.ଅର୍ଥ : ପ୍ରହାର କରିବା
ଉଦାହରଣ :
ବଲ୍ଟିକୁ ଗୋଡ଼ରେ ମାର
ଅର୍ଥ : ଜୀବନ ଶେଷ କରିଦେବା
ଉଦାହରଣ :
ଆତଙ୍କବାଦୀମାନେ ପାଞ୍ଚଜଣ ଲୋକଙ୍କୁ ମାରିଲେ
ସମକକ୍ଷ : ଜୀବନନେବା, ଶେଷକରିବା, ହତ୍ୟାକରିବା
ଅନ୍ୟ ଭାଷାରେ ଅନୁବାଦ :
जीवन का अंत कर देना।
आतंकवादियों ने पाँच व्यक्तियों को मारा।ଅର୍ଥ : ତୋପ ବନ୍ଧୁକ ଆଦି ମାରିବା
ଉଦାହରଣ :
ପୋଲିସ ଭିଡ଼କୁ ଛିନ୍ଛତ୍ର କରିବାପାଇଁ ଫାଙ୍କା ବନ୍ଧୁକ ଚଳାଇଲେ
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : ହାତ,ଗୋଡ଼ ଆଦିରେ ଅନବରତ ଭାବେ ମାରିବା
ଉଦାହରଣ :
ସିପାହୀ ଚୋରକୁ ବହୁତ କୁଟୁଛି
ଅନ୍ୟ ଭାଷାରେ ଅନୁବାଦ :
हाथ, पैर आदि से लगातार मारना।
सिपाही चोर को खूब कूट रहा है।ଅର୍ଥ : ଯେପରି କଲେ କୌଣସି ବସ୍ତୁ ଆଦି ବ୍ୟବହାରହୀନ ହୋଇଯାଏ ବା ନିଷ୍କ୍ରିୟ ହୋଇଯାଏ (ବିଶେଷକରି ଖେଳରେ)
ଉଦାହରଣ :
ଚେସ୍ ଖେଳାଳୀ ଗୋଟିଏ ସୈନ୍ୟଦ୍ୱାରା ପ୍ରତିଦ୍ୱନ୍ଦୀର ରାଣୀକୁ ମାରିଲା
ସମକକ୍ଷ : ନିଷ୍କ୍ରିୟ କରିବା, ବଧକରିବା
ଅନ୍ୟ ଭାଷାରେ ଅନୁବାଦ :
गंजीफे, ताश, शतरंज आदि खेलों में विपक्षी के पत्ते, गोटी आदि जीतना।
शतरंजी ने एक प्यादे से प्रतिद्वंदी के वजीर को मारा।ଅର୍ଥ : କାହାରି ଉପରେ ଅନ୍ୟ କିଛି ବସ୍ତୁଆଦିରେ ଆଘାତ କରିବା
ଉଦାହରଣ :
ସିପାହୀ ଚୋରକୁ ଲାଠିରେ ପିଟୁଛି ସେ ପିଲାଟିକୁ ଗୋଟେ ଚଟକଣି ପକାଇଲା
ସମକକ୍ଷ : ଚଟକଣି ଦେବା, ଚଟକଣି ପକେଇବା, ଧୁଲେଇକରିବା, ପିଟିବା, ପ୍ରହାର କରିବା, ବାଡ଼େଇବା
ଅନ୍ୟ ଭାଷାରେ ଅନୁବାଦ :
किसी पर किसी वस्तु आदि से आघात करना।
सिपाही चोर को लाठी से मार रहा है।