ଅର୍ଥ : ଚାପରେ ବା ସଙ୍କଟ ଅବସ୍ଥାରେ ଗୁପ୍ତ କଥା ପ୍ରକାଶ କରିବା
ଉଦାହରଣ :
ପୋଲିସ ମାଡ଼ରେ କଏଦୀ ବିବ୍ରତ ହୋଇ ପରିଶେଷରେ ହତ୍ୟା ଘଟଣା କହିପକାଇଲା
ସମକକ୍ଷ : କହିପକାଇବା, କହିପକେଇବା, ସ୍ୱୀକାରକରିବା
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : ସହମତ ହେବା
ଉଦାହରଣ :
ମୁଁ ଆପଣଙ୍କ କଥା ମାନୁଛି
ସମକକ୍ଷ : ରାଜି ହେବା, ସମ୍ମତ ହେବା, ସ୍ୱୀକାର କରିବା
ଅନ୍ୟ ଭାଷାରେ ଅନୁବାଦ :
सहमत होना।
मैं आपकी बात मानता हूँ।ଅର୍ଥ : କାହାରି ପ୍ରତି ଆଦର ଭାବ ରଖିବା
ଉଦାହରଣ :
ମୁଁ ତାଙ୍କୁ ବହୁତ ମାନେ
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : କାହାରି କଥା, ଆଦେଶ ଆଦି ଅନୁସାରେ କାମ କରିବା
ଉଦାହରଣ :
ସେ ମୋ ଆଦେଶ ମାନିଲା ନାହିଁ
ସମକକ୍ଷ : ପାଳନ କରିବା
ଅନ୍ୟ ଭାଷାରେ ଅନୁବାଦ :
Be obedient to.
obeyଅର୍ଥ : କଳ୍ପନା କରିବା
ଉଦାହରଣ :
ଆମେ ପ୍ରଶ୍ନର ଉତ୍ତର କରିବା ପାଇଁ ଅଜଣା ଅଙ୍କ ସ୍ଥାନରେ କ ଏବଂ ଖ କୁ କଳ୍ପନା କରିଛୁ
ସମକକ୍ଷ : କଳ୍ପନା କରିବା, ଗ୍ରହଣ କରିବା, ଭାବିବା
ଅନ୍ୟ ଭାଷାରେ ଅନୁବାଦ :
कल्पना करना।
हमने सवाल हल करने के लिए क और ख को अनभिज्ञ अंकों के स्थान पर माना है।Form a mental image of something that is not present or that is not the case.
Can you conceive of him as the president?.ଅର୍ଥ : ସୁନ୍ଦର ବା ଭଲ ଲାଗିବା
ଉଦାହରଣ :
ଏହି ପୋଷାକ ଆପଣଙ୍କୁ ମାନୁଛି
ସମକକ୍ଷ : ଭଲ ଲାଗିବା, ଶୋଭିତ ହେବା
ଅନ୍ୟ ଭାଷାରେ ଅନୁବାଦ :
सुंदर या अच्छा लगना।
यह पोशाक आप पर खिल रही है।ଅର୍ଥ : ଧାର୍ମିକ ଦୃଷ୍ଟିରେ କୌଣସି କଥାରେ ଶ୍ରଦ୍ଧା ବା ବିଶ୍ୱାସ କରିବା
ଉଦାହରଣ :
ମୁ ନିରାକାର ଈଶ୍ୱରଙ୍କୁ ମାନେ
ସମକକ୍ଷ : ସ୍ୱୀକାର କରିବା
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : ମହତ୍ତ୍ୱ ବୁଝିବା
ଉଦାହରଣ :
ଏବେ ତ ମାନିବାକୁ ପଡ଼ିବଯେ ଆପଣ ଗୃହବିଜ୍ଞାନର ବିଶେଷଜ୍ଞ
ସମକକ୍ଷ : ସ୍ୱୀକାରକରିବା
ଅନ୍ୟ ଭାଷାରେ ଅନୁବାଦ :
Accept (someone) to be what is claimed or accept his power and authority.
The Crown Prince was acknowledged as the true heir to the throne.