ଅର୍ଥ : କୌଣସି ବସ୍ତୁ,କାର୍ଯ୍ୟ ଆଦିକୁ କରିବା ନିମନ୍ତେ ପ୍ରଥମରୁ ତିଆରି କରା ଯାଇଥିବା ତାର ଅମୂର୍ତ୍ତ ବା ମୂର୍ତ୍ତ ରୂପ
ଉଦାହରଣ :
ଆମକୁ ପ୍ରଥମେ ନିଜ କାର୍ଯ୍ୟ ଯୋଜନାର ନକ୍ସା ତିଆରି କରିବାକୁ ହେବ
ସମକକ୍ଷ : ନକ୍ସା
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : ପୃଥିବୀ ବା ଆକାଶର କୌଣସି ଭାଗର, ସ୍ଥିତି ଅନୁସାରେ ତିଆରି ହୋଇଥିବା ଯେଉଁଚିତ୍ରରେ ଦେଶ, ନଗର, ନଦୀ, ପାହାଡ଼ ଆଦି ଦର୍ଶାଯାଇଥାଏ
ଉଦାହରଣ :
ଏହା ଭାରତର ରାଜନୈତିକ ମାନଚିତ୍ର
ଅନ୍ୟ ଭାଷାରେ ଅନୁବାଦ :
A diagrammatic representation of the earth's surface (or part of it).
map