ଅର୍ଥ : ଗୋଟିଏ ପିଢ଼ିରୁ ଆଉ ଗୋଟିଏ ପିଢ଼ିକୁ ପ୍ରାପ୍ତ ହେଉଥିବା ଯେଉଁ ଭାଷା ଶିଶୁଟିଏ ନିଜ ପରିବାର ଓ ପାରିପାର୍ଶ୍ୱିକ ପରିବେଶରୁ ହିଁ ଆହରଣ କରିଥାଏ
ଉଦାହରଣ :
ଓଡ଼ିଆ ଆମର ମାତୃଭାଷା
ଅନ୍ୟ ଭାଷାରେ ଅନୁବାଦ :
एक पीढ़ी से दूसरी पीढ़ी को प्राप्त वह भाषा जो बच्चा बचपन में अपने परिवार के बीच रहकर बोलना सीखता है।
हिन्दी हमारी मातृभाषा है।One's native language. The language learned by children and passed from one generation to the next.
first language, maternal language, mother tongue