ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ମାଇଲେଜ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ମାଇଲେଜ   ବିଶେଷ୍ୟ

ଅର୍ଥ : ଦିଆଯାଇଥିବା ଇନ୍ଧନ ମାତ୍ରାରେ କୌଣସି ମୋଟରଗାଡି ଦ୍ବାରା ମାଇଲରେ ସ୍ଥିର କରା ଯାଇଥିବା ଦୂରତା

ଉଦାହରଣ : ଏହି କାରର ମାଇଲେଜ ପୁରୁଣା କାରର ମାଇଲେଜର ଦୁଇଗୁଣା


ଅନ୍ୟ ଭାଷାରେ ଅନୁବାଦ :

किसी दी गई ईंधन की मात्रा में किसी मोटरगाड़ी द्वारा मीलों में तय की गई दूरी।

इस कार का माइलेज पुराने कार के माइलेज से दुगुना है।
माइलज, माइलेज

The ratio of the number of miles traveled to the number of gallons of gasoline burned.

fuel consumption rate, gas mileage, gasoline mileage, mileage

ଅର୍ଥ : କୌଣସି ନିର୍ଦ୍ଦିଷ୍ଟ ସମୟରେ ମାଇଲରେ ସ୍ଥିର କରାଯାଇଥିବା ସମ୍ପୂର୍ଣ୍ଣ ଦୂରତା

ଉଦାହରଣ : ପ୍ରତ୍ୟେକ ବ୍ୟକ୍ତିର ମାଇଲେଜ ଅଲଗା ଅଲଗା ହୋଇଥାଏ


ଅନ୍ୟ ଭାଷାରେ ଅନୁବାଦ :

किसी दिये गए समय में मीलों में तय की गई कुल दूरी।

हर गाड़ी का माइलेज अलग-अलग होता है।
माइलज, माइलेज

Distance measured in miles.

milage, mileage

ଅର୍ଥ : କୌଣସି କାର୍ଯ୍ୟ,ଉପଯୋଗ ବା ସ୍ଥାୟିତ୍ବକୁ ମାଇଲରେ ସ୍ଥିରୀକୃତା ଦୂରତା ମାପ

ଉଦାହରଣ : ଏହି ଟାୟାର ବହୁତ ଭଲ ମାଇଲେଜ ଦେବ


ଅନ୍ୟ ଭାଷାରେ ଅନୁବାଦ :

किसी के कार्य, उपयोग या टिकाऊपन की मीलों में तय की गई दूरी से आँकी गई मात्रा।

यह टायर बहुत अच्छा माइलेज देगा।
माइलज, माइलेज

ଅର୍ଥ : ମାଇଲରେ ମପା ଯାଉଥିବା ଲମ୍ବ ବା ଦୂରତା

ଉଦାହରଣ : ସେ ମାଇଲେଜକୁ କିଲୋମିଟରରେ ଜାଣିବାକୁ ଚାହୁଁଛି


ଅନ୍ୟ ଭାଷାରେ ଅନୁବାଦ :

मीलों में मापी गई लम्बाई या दूरी।

वह माइलेज को किलोमीटर में जानना चाहता है।
माइलज, माइलेज

Distance measured in miles.

milage, mileage