ଅର୍ଥ : ଦ୍ୱାଦଶ ଜ୍ୟୋତିର୍ଲିଙ୍ଗଙ୍କ ମଧ୍ୟରୁ ଯେଉଁଟି ମଧ୍ୟପ୍ରଦେଶର ଉଜ୍ଜୟିନୀ ସହରରେ ଅବସ୍ଥିତ
ଉଦାହରଣ :
ବିଶ୍ୱାସ କରାଯାଏ ଯେ ମହାକାଳେଶ୍ୱରଙ୍କ ଉତ୍ପତ୍ତି ଆପେଆପେ ହୋଇଥିଲା
ସମକକ୍ଷ : ମହାକାଳ
ଅନ୍ୟ ଭାଷାରେ ଅନୁବାଦ :
बारह ज्योतिर्लिंगों में से एक जो मध्यप्रदेश के उज्जैन नगर में स्थित है।
ऐसा माना जाता है कि महाकाल की उत्पत्ति स्वयं हुई है।