ଅର୍ଥ : ତାମିଲ୍ ଭାଷାର ପାଖାପାଖି ଏକ ଦ୍ରାବିଡ଼ ଭାଷା ଯାହା ଦକ୍ଷିଣ ଭାରତରେ କୁହାଯାଏ
ଉଦାହରଣ :
ମୁଁ ମଲୟାଲମ ଭାଷା କହିପାରେ
ଅନ୍ୟ ଭାଷାରେ ଅନୁବାଦ :
A Dravidian language (closely related to Tamil) that is spoken in southwestern India.
malayalamଅର୍ଥ : ଯେଉଁ ଲିପିରେ ମଲୟାଲମ ଭାଷା ଲେଖାଯାଏ
ଉଦାହରଣ :
ଏହି ସ୍ତମ୍ଭରେ ମଲୟାଲମ ଲିପିରେ କିଛି ଖୋଦିତ ହୋଇଛି
ସମକକ୍ଷ : ମଲୟାଲମ ଲିପି, ମଲୟାଲୀ ଲିପି
ଅନ୍ୟ ଭାଷାରେ ଅନୁବାଦ :
वह लिपि जिसमें मलयालम भाषा लिखी जाती है।
इस स्तंभ पर मलयालम में कुछ खुदा हुआ है।