ଅର୍ଥ : ଦୁଇଟି ପୁରୁଷ କିମ୍ବା ଦଳଗୁଡ଼ିକରେ ହେଉଥିବା ସମାନ ଲଢ଼େଇ
ଉଦାହରଣ :
ସେଠାରେ ଦ୍ୱନ୍ଦ ଯୁଦ୍ଧ ହେଉଛି
ସମକକ୍ଷ : ଦ୍ୱନ୍ଦ ଯୁଦ୍ଧ, ପରସ୍ପର ଯୁଦ୍ଧ
ଅନ୍ୟ ଭାଷାରେ ଅନୁବାଦ :
दो पुरुषों या दलों में होनेवाली बराबरी की लड़ाई।
वहाँ द्वंद्वयुद्ध चल रहा है।Any struggle between two skillful opponents (individuals or groups).
duelଅର୍ଥ : ଦୁଇ ପହିଲିମାନଙ୍କ ମଧ୍ୟରୁ ଜଣେ ଅନ୍ୟକୁ ବଳପୂର୍ବକ ପଛକୁ ଠେଲିଦେବା ଏବଂ ପକେଇଦେବାପାଇଁ ଲଢିବା କ୍ରିୟା
ଉଦାହରଣ :
ମୋହନ କୁସ୍ତି ଲଢିବାପାଇଁ ପ୍ରତିଦିନ ଆଖଡ଼ାକୁ ଯାଉଛି
ସମକକ୍ଷ : କୁସ୍ତି, ମାଲ କୁସ୍ତି, ମାଲ ଯୁଦ୍ଧ
ଅନ୍ୟ ଭାଷାରେ ଅନୁବାଦ :
दो पहलवानों की एक दूसरे को बलपूर्वक पछाड़ने या पटकने के लिए लड़ने की क्रिया।
मोहन कुश्ती लड़ने के लिए प्रतिदिन अखाड़े में जाता है।The act of engaging in close hand-to-hand combat.
They had a fierce wrestle.