ଅର୍ଥ : ଅନେକ ତାରାର ଏକ ବିସ୍ତୃତ ରୂପ ଯାହା ଆକାଶରେ ଉତ୍ତର-ଦକ୍ଷିଣ ଦିଗରେ ବ୍ୟାପ୍ତ
ଉଦାହରଣ :
ଆମେ ତାରାଗୃହରେ ଆକାଶଗଙ୍ଗାର ମନୋହର ଦୃଶ୍ୟ ଦେଖିଲୁ
ଅନ୍ୟ ଭାଷାରେ ଅନୁବାଦ :
बहुत से तारों का एक विस्तृत समूह जो हमें रात के समय आकाश में उत्तर-दक्षिण में फैला हुआ चमकीली चौड़ी पट्टी या सड़क के रूप में दिखाई देता है।
हमने तारागृह में आकाशगंगा का मनोहारी दृश्य देखा।The galaxy containing the solar system. Consists of millions of stars that can be seen as a diffuse band of light stretching across the night sky.
milky way, milky way galaxy, milky way systemଅର୍ଥ : ଗଙ୍ଗାର ଯେଉଁ ଧାର ସ୍ୱର୍ଗରେ ଅଛି
ଉଦାହରଣ :
କୁହାଯାଏ ଯେ ଭଗୀରଥ ତପସ୍ୟା କରି ନିଜ ପୂର୍ବପୁରୁଷଙ୍କୁ ଉଦ୍ଧାର କରିବା ନିମନ୍ତେ ମନ୍ଦାକିନୀଙ୍କୁ ପୃଥିବୀ ଉପରକୁ ଆଣିଥିଲେ
ସମକକ୍ଷ : ଆକାଶଗଙ୍ଗା, ସ୍ୱର୍ଗଙ୍ଗା
ଅନ୍ୟ ଭାଷାରେ ଅନୁବାଦ :
पुराणों के अनुसार स्वर्ग में बहने वाली एक नदी।
कहते हैं कि भगीरथ तपस्या करके मंदाकिनी को अपने पुरखों को तारने के लिए धरती पर लाए थे।ଅର୍ଥ : ଗଙ୍ଗାର ଏକ ଉପନଦୀ
ଉଦାହରଣ :
ମନ୍ଦାକିନୀ ହିମାଳୟରୁ ବହାରିଥିବା ଏକ ଛୋଟ ନଦୀ
ସମକକ୍ଷ : ମଂଦାକିନୀ
ଅନ୍ୟ ଭାଷାରେ ଅନୁବାଦ :
गंगा की एक सहायक नदी।
मंदाकिनी हिमालय से निकलने वाली एक छोटी नदी है।ଅର୍ଥ : ଗୋଟିଏ ବର୍ଣ୍ଣ ବୃତ୍ତ
ଉଦାହରଣ :
ମନ୍ଦାକିନୀର ପ୍ରତ୍ୟେକ ଚରଣରେ ଦୁଇ ନଗଣ ଏବଂ ଦୁଇ ରଗଣ କ୍ରମରେ ରହିଥାଏ
ସମକକ୍ଷ : ମଂଦାକିନୀ
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : ଭାରତର ଏକ ପ୍ରଧାନ ନଦୀ ଯାହାକୁ ଧର୍ମଗ୍ରନ୍ଥରେ ମୋକ୍ଷଦାୟିନୀ ବୋଲି କୁହାଯାଇଛି
ଉଦାହରଣ :
ଧର୍ମ-ଗ୍ରନ୍ଥ ଅନୁସାରେ ରାଜା ଭଗୀରଥ ଗଙ୍ଗାଙ୍କୁ ସ୍ୱର୍ଗରୁ ପୃଥିବୀକୁ ଆଣିଥିଲେ
ସମକକ୍ଷ : ଗଙ୍ଗା, ଗଙ୍ଗା ନଦୀ, ଜାହ୍ନବୀ, ତ୍ରିଧାରା, ଭାଗୀରଥି, ସୁରଧନୀ, ହୈମବତୀ
ଅନ୍ୟ ଭାଷାରେ ଅନୁବାଦ :
भारत की एक प्रधान नदी जिसको धर्म ग्रन्थों में मोक्षदायिनी कहा गया है।
धर्म-ग्रन्थों के अनुसार राजा भगीरथ ने गङ्गा को स्वर्ग से पृथ्वी पर उतारा।