ଅର୍ଥ : ଚଉଦଟି ବର୍ଣ୍ଣବୃତ୍ତ ଥିବା ଗୋଟିଏ ବର୍ଣ୍ଣବୃତ୍ତ
ଉଦାହରଣ :
ମନୋରମାର ପ୍ରତ୍ୟେକ ପାଦରେ ଚାରିଟି ସଗଣ ଏବଂ ଶେଷରେ ଦୁଇଟି ଲଘୁ ଥାଏ
ଅନ୍ୟ ଭାଷାରେ ଅନୁବାଦ :
एक वर्णवृत्त जिसमें चौदह वर्ण होते हैं।
मनोरमा के प्रत्येक चरण में चार सगण एवं अंत में दो लघु होते हैं।ଅର୍ଥ : ଆର୍ଯ୍ୟଛନ୍ଦର ସତାବନଟି ଭେଦ ମଧ୍ୟରୁ ଗୋଟିଏ
ଉଦାହରଣ :
ମନୋରମାରେ ବାରଟି ଗୁରୁ ଏବଂ ତେତିଶଟି ଲଘୁ ବର୍ଣ୍ଣ ଥାଏ
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : ଗୋଟିଏ ବର୍ଣ୍ଣବୃତ୍ତ
ଉଦାହରଣ :
ମନୋରମାର ପ୍ରତ୍ୟେକ ଚରଣରେ ଚାରିଟି ଭଗଣ ଏବଂ ଦୁଇଟି ଗୁରୁ ଥାଏ
ଅର୍ଥ : ଗୋଟିଏ ବର୍ଣ୍ଣବୃତ୍ତ
ଉଦାହରଣ :
ମନୋରମାର ପ୍ରତ୍ୟେକ ପାଦରେ ତିନୋଟି ତଗଣ ଏବଂ ଗୋଟିଏ ଗୁରୁ ଥାଏ
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : ଜଣେ ଗନ୍ଧର୍ବୀ
ଉଦାହରଣ :
ମନୋରମାର ବର୍ଣ୍ଣନା ପୁରାଣରେ ମିଳେ
ଅନ୍ୟ ଭାଷାରେ ଅନୁବାଦ :
An imaginary being of myth or fable.
mythical being